Gedichte

giersch / ଅନାବନା ଗଛ

giersch
Sie benötigen den Flashplayer , um dieses Video zu sehen

nicht zu unterschätzen: der giersch
mit dem begehren schon im namen – darum
die blüten, die so schwebend weiß sind, keusch
wie ein tyrannentraum.

kehrt stets zurück wie eine alte schuld,
schickt seine kassiber
durchs dunkel unterm rasen, unterm feld,
bis irgendwo erneut ein weißes wider-    

standsnest emporschießt. hinter der garage,
beim knirschenden kies, der kirsche: giersch
als schäumen, als gischt, der ohne ein geräusch

geschieht, bis hoch zum giebel kriecht, bis giersch
schier überall sprießt, im ganzen garten giersch
sich über giersch schiebt, ihn verschlingt mit nichts als giersch.


(aus: Regentonnenvariationen, Hanser Berlin Verlag, Berlin 2014)

ଅନାବନା ଗଛ

ଅନାବନା ଗଛ
କେବେ ବି ସାଧାରଣ ହୋଇପାରେନା !

ତା’ ନାଁରେ ନିହିତ ଥାଏ
ଏକ ଚମକ୍ରାର ତୃଷ୍ଣା
ତା’ ଧଳାରଙ୍ଗର କଢ଼ରେ ଚହଲୁଥାଏ
ଯେମିତି ଏକ ସୁନ୍ଦର ଲହଡ଼ି
କୁଆଁରୀ କନ୍ୟାର ସ୍ୱପ୍ନ ପରି ହୁକୁମ ଦେବାର ଚାହାଣୀ

ଏ ଗଛ
ସବୁବେଳେ ଲେଉଟୁଥାଏ
ଅତୀତର ଅନୁତାପ ପରି,
ବଢ଼େଇ ଚାଲୁଥାଏ ତା’ କେଶର
ବଗିଚା ତଳର ଅନ୍ଧାର ମାଟି ଭିତରେ ।

ଏ ଗଛର କଢ଼
ଦିନେ ଧରେ ନବ କଳେବର  ।
ଏବଂ ବଢ଼ି ଚାଲେ
ଗ୍ୟାରେଜ ପଛରେ,
ଖସ୍ ଖସ୍ ପଥର ସନ୍ଧିରେ,
କୋଳିଗଛ ମୂଳେ,

ଫେନାୟିତ ବୁଦ୍ ବୁଦ୍ ପରି
ବଢ଼ି ଚାଲୁଥାଏ ନିଃଶବ୍ଦରେ
କାନ୍ଥ ଓ ଝରକା ଡେଇଁ,
ସ୍ତରସ୍ତର, ବିକ୍ଷିପ୍ତ ହୋଇ,

ଅନାବନା ଗଛ
ମାଡ଼ି ଚାଲୁଥାଏ ସାରା ବଗିଚାରେ
ଏକକୁ ଆରକେ ଖାଇ ଖାଇ ।

Übersetzung Odiya: Basudev Sunanai

 

Biografie Jan Wagner

Weitere Gedichte

im brunnen /
কুয়োর ভেতরে / କୂଅ ଭିତରେ


koalas /
কোয়ালা / କୋଅ ।ଲାସ୍ ଭାଲୁ


versuch über mücken /
মশা বিষয়ক প্রয়াস / মশার ওপর উদ্যোগ / ମଶା କଥା